ଏୟାରଇଣ୍ଡିଆ ବିମାନରେ ପୁଣି ନିଆଁ : ୧୪୫ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଗଲା

ନୂଆଦିଲ୍ଲୀ : ଓମାନର ରାଜଧାନୀ ମସ୍କାଟର ଅନ୍ତର୍ଜାତୀୟ ଏୟାରପୋର୍ଟରେ ଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନର ଏକ ଇଂଜିନରୁ ଧୂଆଁ ବାହାରିବା ପରେ ତୁରନ୍ତ ସମସ୍ତ ଯାତ୍ରୀ ଓ ବିମାନ କର୍ମଚାରୀ (କ୍ରିଉ)ଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଏହି ଏୟାରଇଣ୍ଡିଆ ଏକ୍ସପ୍ରେସ ବିମାନ ବି-୭୩୭ ମସ୍କାଟରୁ କୋଚି ଯିବାର ଥିଲା। ବିମାନରେ ରନଓ୍ବେରେ ଥିବା ବେଳେ ୨ ନମ୍ବର ଇଂଜିନରୁ ଧୂଆଁ ବାହାରୁ ଥିବା … Continue reading ଏୟାରଇଣ୍ଡିଆ ବିମାନରେ ପୁଣି ନିଆଁ : ୧୪୫ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଗଲା